ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
13 DEC 2022 1:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଆମେ କେବେ ବି ସେମାନଙ୍କ ସେବା, ବୀରତ୍ୱ ଓ ବଳିଦାନକୁ ଭୁଲି ପାରିବା ନାହିଁ ।”
SR
(ରିଲିଜ ଆଡି: 1883230)
ପରିଦର୍ଶକ କାଉଣ୍ଟର : 158
ଏହି ରିଲିଜ ପଢନ୍ତୁ :
Urdu
,
Kannada
,
Malayalam
,
Tamil
,
Assamese
,
English
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Telugu