ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାକବି ଭରଥିଆର ସୁବ୍ରମଣ୍ୟ ଭାରତୀଙ୍କୁ ତାଙ୍କ ଜୟନ୍ତୀରେ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 11 DEC 2022 10:58AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାକବି ଭରଥିଆର ସୁବମଣ୍ୟ ଭାରତୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

 “ ସୁବ୍ରମଣ୍ୟ ଭାରତୀଙ୍କୁ ତାଙ୍କ ଜୟନ୍ତୀରେ ମୁଁ ପ୍ରଣାମ କରୁଛି । ମହାକବି ଭରଥିଆର ଉଲ୍ଲେଖନୀୟ ସାହସ ଏବଂ ଉଲ୍ଲେଖନୀୟ ବୁଦ୍ଧିମତାକୁ ପ୍ରତିପାଦିତ କରିଛନ୍ତି । ଭାରତର ବିକାଶ ତଥା ପ୍ରତ୍ୟେକ ଭାରତୀୟଙ୍କ ସଶକ୍ତିକରଣ ପାଇଁ ତାଙ୍କର ଏକ ମହାନ ଦର୍ଶନ ଥିଲା । ଆମେ ବିଭିନ୍ନ କ୍ଷେତ୍ରରେ ତାଙ୍କ ଚିନ୍ତାଧାରାକୁ ହୃଦୟଙ୍ଗମ ଲାଗି କାର୍ଯ୍ୟ କରୁଛୁ ।”

HS


(Release ID: 1882522)