ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱାହିଦ୍ ଦିବସ ଅବସରରେ ଆସାମ ଆନ୍ଦୋଳନରେ ଭାଗ ନେଇଥିବା ସମସ୍ତଙ୍କ ବୀରତ୍ୱର ସାହସକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 10 DEC 2022 7:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାହିଦ୍ ଦିବସ ଅବସରରେ ଆସାମ ଆନ୍ଦୋଳନରେ ଭାଗ ନେଇଥିବା ସମସ୍ତଙ୍କ ବୀରତ୍ୱପୂର୍ଣ୍ଣ ସାହସକୁ ସ୍ମରଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆମ ଇତିହାସରେ ଆସାମ ଆନ୍ଦୋଳନର ଏକ ବିଶେଷ ସ୍ଥାନ ରହିଛି । ଆଜି ସ୍ୱାହିଦ ଦିବସ ଅବସରରେ ମୁଁ ଏହି ଆନ୍ଦୋଳନରେ ଭାଗ ନେଇଥିବା ସମସ୍ତଙ୍କର ବୀରତ୍ୱର ସାହସକୁ ମନେ ପକାଉଛି । ଆସାମର ଅନନ୍ୟ ସଂସ୍କୃତିକୁ ବଞ୍ଚାଇ ରଖିବାରେ ସେମାନଙ୍କର ଅବଦାନକୁ ଆମେ କେବେବି ଭୁଲି ପାରିବୁ ନାହିଁ ।”

HS


(Release ID: 1882455) Visitor Counter : 121