ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀକୁ ଅଭିବାଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 07 DEC 2022 5:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀର ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ବଳିଦାନକୁ ଅଭିବାଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ଆମେ ଆମର ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ବଳିଦାନକୁ ଅଭିବାଦନ ଜଣାଉଛୁ । ଦଶନ୍ଧି ଧରି ସେମାନେ ଆମ ଦେଶକୁ ସୁରକ୍ଷା ଦେବାରେ ଏବଂ ଏକ ଶକ୍ତିଶାଳୀ ଭାରତରେ ଯୋଗଦାନ କରିବାରେ ଆଗରେ ଅଛନ୍ତି । ମୁଁ ମଧ୍ୟ ସମସ୍ତଙ୍କୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ସହଯୋଗ ପାଇଁ ଅନୁରୋଧ କରୁଛି ।”

HS


(रिलीज़ आईडी: 1881659) आगंतुक पटल : 232
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam