ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାପରିନିର୍ବାଣ ଦିବସ ଅବସରରେ ଡଃ ବାବାସାହେବ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 06 DEC 2022 9:44AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାପରିନିର୍ବାଣ ଦିବସ ଅବସରରେ ଡଃ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପ୍ରତି ତାଙ୍କ ଉଲ୍ଲେଖନୀୟ ସେବାକୁ ସ୍ମରଣ କରିଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମହାପରିନିର୍ବାଣ ଦିବସ ଅବସରରେ ଡଃ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ଦେଶ ପ୍ରତି ତାଙ୍କ ଉଲ୍ଲେଖନୀୟ ସେବାକୁ ସ୍ମରଣ କରୁଛି । ତାଙ୍କ ସଂଘର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ଆଶାବାଦୀ କରିଥିଲା ଓ ଭାରତକୁ ବିଶାଳ ସମ୍ବିଧାନ ପ୍ରଦାନ ପାଇଁ ତାଙ୍କ ଉଦ୍ୟମକୁ କେବେ ବି ଭୁଲି ହେବ ନାହିଁ ।”    

 

SR



(Release ID: 1881317) Visitor Counter : 105