ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 01 DEC 2022 9:04AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ନାଗାଲାଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭେଚ୍ଛା । ସାହସ, କଠିନ ପରିଶ୍ରମ ଓ ପ୍ରକୃତି ସହ ସହାବସ୍ଥାନକୁ ଗୁରୁତ୍ୱ ପ୍ରଦାନ କରୁଥିବା ନାଗାଲାଣ୍ଡର ସଂସ୍କୃତି ପାଇଁ ଭାରତ ଗର୍ବିତ । ଆଗାମୀ ଦିନରେ ନାଗାଲାଣ୍ଡର ନିରବଚ୍ଛିନ୍ନ ସଫଳତା କାମନା କରୁଛି ।” 

 

SR



(Release ID: 1880408) Visitor Counter : 150