ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଜମ୍ବେ ତାଶିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
03 NOV 2022 4:52PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ବିଧାନସଭା ସଦସ୍ୟ ଶ୍ରୀ ଜମ୍ବେ ତାଶିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଶ୍ରୀ ଜମ୍ବେ ତାଶି ଜୀଙ୍କ ଅସମୟ ବିୟୋଗରେ ଦୁଃଖିତ । ଜଣେ ଉଦୀୟମାନ ନେତା ଭାବରେ ସେ ସମାଜର ସେବା ପାଇଁ ଆଗ୍ରହୀ ଥିଲେ । ଅରୁଣାଚଳ ପ୍ରଦେଶର ପ୍ରଗତି ପାଇଁ ସେ କଠିନ ପରିଶ୍ରମ କରିଥିଲେ । ଦୁଃଖର ଏହି ମୁହୂର୍ତ୍ତରେ ତାଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା ଜଣାଉଛି । ଓମ ମଣି ପଦ୍ମେ ହୁମ । @PemaKhanduBJP”
SR
(ରିଲିଜ ଆଡି: 1873481)
ପରିଦର୍ଶକ କାଉଣ୍ଟର : 174
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam