ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାରାଷ୍ଟ୍ରରେ ନେରାଲ- ମାଥେରାନ ଟୟ ଟ୍ରେନ ପୁଣି ଚାଲିବା ଆରମ୍ଭ କରିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
26 OCT 2022 8:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି, ମହାରାଷ୍ଟ୍ରରେ ନେରାଲ- ମାଥେରାନ ଟୟ ଟ୍ରେନ ପୁଣି ଚାଲିବା ଆରମ୍ଭ କରିଥିବାରୁ ମନୋରମ ଯାତ୍ରା ଆହୁରି ସ୍ମରଣୀୟ ହେବ ।
ରେଳ ମନ୍ତ୍ରଣାଳୟର ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମନୋରମ ଯାତ୍ରା ଆହୁରି ସ୍ମରଣୀୟ ହେବ ! ସ୍ଥାନୀୟ ପର୍ଯ୍ୟଟନ ପାଇଁ ଭଲ ଖବର... ”
SR
(रिलीज़ आईडी: 1871308)
आगंतुक पटल : 189
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam