ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟରେ ଜଳ ଜୀବନ୍ ମିଶନର ଶତପ୍ରତିଶତ ପୂରଣ ପାଇଁ ଗୁଜୁରାଟର ଲୋକଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 OCT 2022 7:13PM by PIB Bhubaneshwar
ଗୁଜୁରାଟର ମନ୍ତ୍ରୀ ଶ୍ରୀ ଋଷିକେଶ ପଟେଲଙ୍କ ହର୍ ଘର ଜଳର ପ୍ରାୟ ଶତପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଥିବା ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଗୁଜୁରାଟର ଲୋକଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଗୁଜୁରାଟର ଲୋକଙ୍କୁ ଅଭିନନ୍ଦନ ... ଏହା ଜଳ ଶକ୍ତି ପାଇଁ ଲୋକଙ୍କ ଉତ୍ସାହକୁ ଦର୍ଶାଉଛି”
HS
(ରିଲିଜ ଆଡି: 1871110)
ପରିଦର୍ଶକ କାଉଣ୍ଟର : 189
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam