ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 24 OCT 2022 9:15PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଶ୍ରୀ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ହାର୍ଦ୍ଦିକ ଅଭିନନ୍ଦନ @RishiSunak! ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ଆପଣଙ୍କ ସହ ମିଳିତ ଭାବେ ବୈଶିକ ପ୍ରସଙ୍ଗ ସହ ୨୦୩୦ ରୋଡମ୍ୟାପ କାର୍ଯ୍ୟାନ୍ୱୟନ ପାଇଁ ମୁଁ ଆଗ୍ରହୀ । ଐତିହାସିକ ସମ୍ପର୍କକୁ ଆମେ ଆଧୁନିକ ଭାଗିଦାରୀରେ ପରିଣତ କରିବାକୁ ଯାଉଥିବାରୁ ବ୍ରିଟେନର ଭରତୀୟଙ୍କ ‘ଜୀବନ୍ତ ସେତୁ’କୁ ସ୍ୱତନ୍ତ୍ର ଦୀପାବଳି ଶୁଭେଚ୍ଛା ।” 

 

SR


(रिलीज़ आईडी: 1870744) आगंतुक पटल : 164
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam