ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହିମାଳୟ ପରିଚୟ ଥିବା ରାଜ୍ୟଗୁଡିକ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ସମ୍ପର୍କିତ ୨୦୦୧ର ଭିଡିଓ
ପୋଷ୍ଟ କରାଯିବା ଦିନାଙ୍କ:
21 OCT 2022 5:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ହିମାଳୟନ ରାଜ୍ୟଗୁଡିକର ବିକାଶ ପାଇଁ ସଂକଳ୍ପ ବଳବତ୍ତର ରହିଛି ।
ହିମାଳୟ ପରିଚୟ ଥିବା ରାଜ୍ୟଗୁଡିକ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଉପରେ ୨୦୦୧ ର ଏକ ଭିଡିଓର ଉତ୍ତରରେ ଶ୍ରୀ ମୋଦୀ ଟୁଇଟ୍ କରିଛନ୍ତି:
“ଏହାକୁ ସେୟାର କରିଥିବାରୁ ଧନ୍ୟବାଦ । ଅନେକ ସ୍ମୃତି ଉଜ୍ଜୀବିତ । ଅବଶ୍ୟ ସଂକଳ୍ପ ସମାନ!”
HS
(ରିଲିଜ ଆଡି: 1870148)
ପରିଦର୍ଶକ କାଉଣ୍ଟର : 124
ଏହି ରିଲିଜ ପଢନ୍ତୁ :
Punjabi
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam