ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୁଇଡେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ ମାନ୍ୟବର ଉଲ୍ଫ କ୍ରିଷ୍ଟରସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 OCT 2022 9:46AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁଇଡେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ ମାନ୍ୟବର ଉଲ୍ଫ କ୍ରିଷ୍ଟରସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସୁଇଡେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ ମାନ୍ୟବର ଶ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କୁ ଅଭିନନ୍ଦନ । ଆମର ବହୁମୁଖୀ ସହଭାଗିତାକୁ ଆହୁରି ମଜବୁତ କରିବାଲାଗି ମୁଁ ତାଙ୍କ ସହ ଏକାଠି କାର୍ଯ୍ୟ କରିବାକୁ ଆଗ୍ରହୀ ।”
HS
(ରିଲିଜ ଆଡି: 1869150)
ପରିଦର୍ଶକ କାଉଣ୍ଟର : 191
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam