ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2022 4:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଲୋକନାୟକ ଜେ.ପି.ଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଭାରତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ସେ ଲକ୍ଷ ଲକ୍ଷ ଲୋକଙ୍କୁ ରାଷ୍ଟ୍ର ର୍ନିମାଣରେ ଯୋଗଦାନ କରିବାକୁ ପ୍ରେରଣା ଦେଇଥିଲେ ତାଙ୍କୁ ଗଣତାନ୍ତ୍ରିକ ଆଦର୍ଶର ମଶାଲ ଭାବରେ ସର୍ବଦା ସ୍ମରଣ କରାଯିବ

HS


(ରିଲିଜ ଆଡି: 1866821) ପରିଦର୍ଶକ କାଉଣ୍ଟର : 258