ପୋଷ୍ଟ କରାଯିବା ଦିନାଙ୍କ:
09 OCT 2022 6:29PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନିଷ୍ଠତମ ମାଲଖମ୍ବ ଖେଳାଳି ଶୌରଜିତ୍ଙ୍କ ୩୬ ତମ ଜାତୀୟ କ୍ରୀଡା ୨୦୨୨ ରେ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।
ଗୁଜୁରାଟ ସୂଚନାର ଟୁଇଟ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଶୌରଜିତ୍ ଜଣେ ଉଚ୍ଚକୋଟୀର କ୍ରୀଡାବିତ୍ ଅଟନ୍ତି”
HS