ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୩୬ ତମ ଜାତୀୟ କ୍ରୀଡା ୨୦୨୨ ରେ ୧୦ ବର୍ଷ ବୟସ୍କ ମାଲଖମ୍ବ ଖେଳାଳୀ ଶୌରଜିତଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 09 OCT 2022 6:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନିଷ୍ଠତମ ମାଲଖମ୍ବ ଖେଳାଳି ଶୌରଜିତ୍‍ଙ୍କ ୩୬ ତମ ଜାତୀୟ କ୍ରୀଡା ୨୦୨୨ ରେ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି

ଗୁଜୁରାଟ ସୂଚନାର ଟୁଇଟ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଶୌରଜିତ୍‍ ଜଣେ ଉଚ୍ଚକୋଟୀର କ୍ରୀଡାବିତ୍‍ ଅଟନ୍ତି

HS


(रिलीज़ आईडी: 1866275) आगंतुक पटल : 151
इस विज्ञप्ति को इन भाषाओं में पढ़ें: Bengali , Marathi , Kannada , Tamil , Malayalam , Assamese , English , Urdu , हिन्दी , Manipuri , Punjabi , Gujarati , Telugu