ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାମ୍ମୁ କାଶ୍ମୀରର ସୌନ୍ଦର୍ଯ୍ୟ ଏବଂ ଆତିଥେୟତା ସଂକ୍ରାନ୍ତରେ ନାଗରିକଙ୍କ ପ୍ରତିକ୍ରିୟାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 09 OCT 2022 6:27PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କଶ୍ମୀରର ସୌନ୍ଦର୍ଯ୍ୟ ତଥା ଆତିଥେୟତା ସହିତ ବାଏସରନ୍‌, ଆରୁ, କୋକେରନାଗ, ଅଖବାଲ, ଗୁଲମର୍ଗ, ଶ୍ରୀନଗର ଏବଂ ଡାଲ ହ୍ରଦର ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରିଥିବା ନାଗରିକଙ୍କ ମତାମତକୁ ସେୟାର କରିଛନ୍ତି

ଶ୍ରୀ ରଣଜିତ କୁମାରଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ୨୦୧୯ ରେ ଶ୍ରୀନଗର ଗସ୍ତର ଏକ ଚିତ୍ର ଟୁଇଟ୍‍ କରିଛନ୍ତି ପ୍ରଧାନମନ୍ତ୍ରୀ

ନାଗରିକଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଅତି ବଢିଆ ମୁଁ ମଧ୍ୟ ୨୦୧୯ ରେ ଶ୍ରୀନଗର ଗସ୍ତର ଏକ ଚିତ୍ର ସେୟାର କରିବାକୁ ଉତ୍ସାହିତ ହୋଇଛି

HS


(रिलीज़ आईडी: 1866273) आगंतुक पटल : 179
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Punjabi , Gujarati , Tamil , Telugu , Kannada , Malayalam