ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଲାସପୁର ରାଲିରେ ଛାତ୍ରମାନଙ୍କ ଦ୍ୱାରା ସୃଜନଶୀଳ କଳାକୃତିକୁ ପ୍ରଶଂସା କରନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2022 8:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ବିଲାସପୁରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଦୁଇଜଣ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସୃଜନଶୀଳ କଳାକୃତିକୁ ସେୟାର କରିଛନ୍ତି ସୃଜନଶୀଳ ଚିତ୍ର ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ସାମ୍ବାଦିକ ଡକ୍ଟର ଅଶ୍ୱିନୀ ଶର୍ମାଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ସୃଜନଶୀଳତା ... ଉମଙ୍ଗ ଏବଂ ପୁନମ୍ଙ୍କୁ ଧନ୍ୟବାଦ

HS


(ରିଲିଜ ଆଡି: 1865695) ପରିଦର୍ଶକ କାଉଣ୍ଟର : 184