ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତୁଷାର ସ୍ଖଳନ ଯୋଗୁଁ ଏନଆଇଏମ୍‍ ଉତ୍ତରକାଶୀ ପର୍ବତାରୋହଣ ଅଭିଯାନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଲାଗି ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2022 7:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୁଷାର ସ୍ଖଳନ ଯୋଗୁଁ ଏନଆଇଏମ୍ ଉତ୍ତରକାଶୀ ପର୍ବତାରୋହଣ ଅଭିଯାନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଲାଗି ଦୁଃଖ ପ୍ରକାଶ କରିଛନ୍ତି ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

ଏହା ଦୁଃଖର ବିଷୟ ଯେ ଆମେ ଏନ୍‍ଆଇଏମ୍‍ ଉତ୍ତରକାଶୀ ପର୍ବତାରୋହଣ ଅଭିଯାନ ସହିତ ଜଡିତ ଲୋକଙ୍କ ମୂଲ୍ୟବାନ ଜୀବନ ହରାଇଛୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ସ୍ଥିତି ଉପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ନଜର ରଖାଯାଇଛି

HS


(ରିଲିଜ ଆଡି: 1865461) ପରିଦର୍ଶକ କାଉଣ୍ଟର : 139