ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 03 OCT 2022 8:52AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାଗୌରୀଙ୍କ ଆର୍ଶୀବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ସଫଳତା ଆଣିଦେଉ ଶ୍ରୀ ମୋଦୀ ମହାଗୌରୀଙ୍କ ପ୍ରାର୍ଥନା (ସ୍ତୁତି)କୁ ମଧ୍ୟ ସେୟାର କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବନେ୍ଦ ବାଂଚିତକାମାର୍ଥ ଚନ୍ଦ୍ରାର୍ଦ୍ଧକୃତଶେଖରାମ

ସିଂହାରୁଢା ଚର୍ତୁଭୂଜା ମହାଗୌରୀ ଯଶସ୍ୱିନମ

ମହାଷ୍ଟମୀର ଅନେକ ଅନେକ ଶୁଭେଚ୍ଛା ମାମହାଗୌରୀ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ସଫଳତା ଆଣିଦେଉ  ମାଙ୍କ ଭକ୍ତମାନଙ୍କ ପାଇଁ  ତାଙ୍କର ଏହି ସ୍ତୁତି...”

HS


(रिलीज़ आईडी: 1864706) आगंतुक पटल : 243
इस विज्ञप्ति को इन भाषाओं में पढ़ें: Tamil , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Telugu , Kannada , Malayalam