ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂତନ ଭାବେ ଆରମ୍ଭ ହୋଇଥିବା ଅହମ୍ମଦାବାଦ ମେଟ୍ରୋରୁ ସାବରମତୀ ନଦୀର ଝଲକକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 30 SEP 2022 4:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଏଏସ୍ ଅଧିକାରୀ ଏମ ନାଗରାଜନଙ୍କ ଦ୍ୱାରା ନୂତନ ଭାବେ ଚଳାଚଳ କରିଥିବା ଅହମ୍ମଦାବାଦ ମେଟ୍ରୋରୁ ସାବରମତୀ ନଦୀର ଝଲକର ଟୁଇଟ୍‍କୁ ସେୟାର କରିଛନ୍ତି

ଆଇଏଏସ୍ ଅଧିକାରୀ ଏମ ନାଗରାଜନଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

HS


(रिलीज़ आईडी: 1863919) आगंतुक पटल : 136
इस विज्ञप्ति को इन भाषाओं में पढ़ें: Urdu , English , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Malayalam