ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସମସ୍ତଙ୍କ ପାଇଁ ମା ବ୍ରହ୍ମଚାରିଣୀଙ୍କ ଆଶୀର୍ବାଦ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ

Posted On: 27 SEP 2022 7:47AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ଦ୍ୱିତୀୟ ଦିନରେ ତାଙ୍କର ସମସ୍ତ ଭକ୍ତଙ୍କ ପାଇଁ ମା ବ୍ରହ୍ମଚାରିଣୀଙ୍କ ଆଶୀର୍ବାଦ ଲୋଡିଛନ୍ତି ।

ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ର ମଧ୍ୟ ସେୟାର କରିଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆଜି ହେଉଛି ମା’ଙ୍କ ଦ୍ୱିତୀୟ ସ୍ୱରୂପ ମାତା ବ୍ରହ୍ମଚାରିଣୀଙ୍କ ବିଶେଷ ଉପାସନାର ଦିନ । ମୁଁ କାମନା କରୁଛି ଯେ ସେ ତାଙ୍କର ସମସ୍ତ ଭକ୍ତଙ୍କୁ ଶକ୍ତି, ସାମର୍ଥ୍ୟ ଏବଂ ଲକ୍ଷ୍ୟସିଦ୍ଧି ପାଇଁ ଆଶୀର୍ବାଦ କରନ୍ତୁ । ତାଙ୍କର ଏହି ପ୍ରାର୍ଥନା ଆପଣଙ୍କ ପାଇଁ..”

HS



(Release ID: 1862744) Visitor Counter : 108