ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀମଦ୍ ପଞ୍ଚଖଣ୍ଡ ପୀଠାଧୀଶ୍ୱର ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 19 SEP 2022 7:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମଦ୍ ପଞ୍ଚଖଣ୍ଡ ପୀଠାଧୀଶ୍ୱର ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ସମାଜ ତଥା ଦେଶର ସେବା ପାଇଁ ଉତ୍ସର୍ଗୀକୃତ ଶ୍ରୀମଦ୍ ପଞ୍ଚଖଣ୍ଡ ପୀଠାଧୀଶ୍ୱର ଆଚାର୍ଯ୍ୟ ଧର୍ମେନ୍ଦ୍ର ଜୀଙ୍କର ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ତାଙ୍କର ପରଲୋକ ଧାର୍ମିକ ତଥା ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଭଗବାନ ତାଙ୍କୁ ତାଙ୍କ ଚରଣ ତଳେ ସ୍ଥାନ ଦିଅନ୍ତୁ । ଓମ୍ ଶାନ୍ତି!”

HS


(रिलीज़ आईडी: 1860843) आगंतुक पटल : 195
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam