ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଞ୍ଜିନିୟର୍ସ ଦିବସ ଅବସରରେ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ଇଞ୍ଜିନିୟର୍ସ ଦିବସ ଅବସରରେ ସାର୍ ଏମ୍ ବିଶେଶ୍ୱରାୟାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ
Posted On:
15 SEP 2022 9:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟର୍ସ ଦିବସରେ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ ମଧ୍ୟ ଇଞ୍ଜିନିୟର୍ସ ଦିବସ ଅବସରରେ ସାର୍ ଏମ୍ ବିଶେଶ୍ୱରାୟଙ୍କ ଅବଦାନକୁ ମନେ ପକାଇଛନ୍ତି ।
ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଇଞ୍ଜିନିୟର୍ସ ଦିବସରେ ସମସ୍ତ ଇଞ୍ଜିନିୟରଙ୍କୁ ଶୁଭେଚ୍ଛା । ଆମ ଦେଶ ଦକ୍ଷ ତଥା କୁଶଳୀ ଇଞ୍ଜିନିୟରମାନଙ୍କ ସହିତ ଆର୍ଶବାଦପ୍ରାପ୍ତ ହୋଇଛି ଯେଉଁମାନେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରୁଛନ୍ତି । ଆମ ସରକାର ଅଧିକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ସହିତ ଇଞ୍ଜିନିୟରିଂ ପାଠପଢା ପାଇଁ ଭିତ୍ତିଭୂମି ବଢାଇବାକୁ କାର୍ଯ୍ୟ କରୁଛନ୍ତି ।”
“ଇଂଜିନିୟର୍ସ ଦିବସ ଅବସରରେ, ଆମେ ସାର୍ ଏମ୍ ବିଶେଶ୍ୱରାୟାଙ୍କ ଅଭୂତପୂର୍ବ ଅବଦାନକୁ ମନେ ରଖିଛୁ । ନିଜକୁ ସ୍ୱତନ୍ତ୍ର କରିବା ପାଇଁ ସେ ଭବିଷ୍ୟତ ପୀଢିର ଇଞ୍ଜିନିୟରମାନଙ୍କୁ ପ୍ରେରଣା ଯୋଗାଉଥିଲେ । ମୁଁ ପୂର୍ବ ମନ କି ବାତ୍ କାର୍ଯ୍ୟକ୍ରମଗୁଡିକରେ କେତେକ ପୁସ୍ତକର ଅଂଶ ଉଦ୍ଧୃତ କରିଥିଲି ଯେଉଁଠାରେ ମୁଁ ଏହି ବିଷୟ ଉପରେ କହିଥିଲି ।”
Greetings to all engineers on #EngineersDay. Our nation is blessed to have a skilled and talented pool of engineers who are contributing to nation building. Our Government is working to enhance infrastructure for studying engineering including building more engineering colleges.
— Narendra Modi (@narendramodi) September 15, 2022
On #EngineersDay, we remember the pathbreaking contribution of Sir M. Visvesvaraya. May he keep inspiring generations of future engineers to distinguish themselves. I am also sharing a snippet from one of the previous #MannKiBaat programmes where I talked about this subject. pic.twitter.com/2Vj3bHxVQS
— Narendra Modi (@narendramodi) September 15, 2022
HS
(Release ID: 1859438)
Visitor Counter : 134
Read this release in:
Malayalam
,
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada