ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2022 12:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ସମ୍ମାନୀୟ ଅଟଳ ଜୀଙ୍କର ଆଜି ପୁଣ୍ୟ ତିଥିରେ ସଦୈଭ ଅଟଳ ପରିଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ଭାରତର ସେବା କରିବା ପାଇଁ ଅଟଳ ଜୀଙ୍କ ଉଦ୍ୟମ ଦ୍ୱାରା ଆମେ ଅନୁପ୍ରାଣିତ ହୋଇଛୁ ସେ ଭାରତକୁ ପରିବର୍ତ୍ତନ କରିବା ଏବଂ ଏକବିଂଶ ଶତାବ୍ଦୀର ଆହ୍ୱାନ ଲାଗି ଆମ ଦେଶକୁ ପ୍ରସ୍ତୁତ କରିବା ପାଇଁ ଅଗ୍ରଗାମୀ ଉଦ୍ୟମ କରିଥିଲେ

Hs


(ରିଲିଜ ଆଡି: 1852224) ପରିଦର୍ଶକ କାଉଣ୍ଟର : 161