ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶର ବନ୍ଦା ଠାରେ ଯମୁନା ନଦୀରେ ଦୁର୍ଘଟଣାରେ ମୃତ୍ୟୁବରଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 11 AUG 2022 10:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବନ୍ଦା ଜିଲ୍ଲା ଠାରେ ଯମୁନା ନଦୀରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଭାବିତ ପରିବାରବର୍ଗଙ୍କୁ ଶ୍ରୀ ମୋଦୀ ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି ବୋଲି ସୂଚନା ଦେଇଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି;

ଉତ୍ତରପ୍ରଦେଶର ବନ୍ଦା ଠାରେ ଯମୁନା ନଦୀରେ ଏହି ଦୁର୍ଘଟଣା ହୃଦୟ ବିଦାରକ ଏହି ଦୁର୍ଘଟଣାରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କୁ ସମବେଦନା ଜଣାଉଛି ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ରିଲିଫ ଉଦ୍ଧାର କାର୍ଯ୍ୟରେ ତତ୍ପରତାର ସହ ଲାଗିପଡିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

HS


(Release ID: 1852215)