ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶିଷ୍ଟ ଷ୍ଟକ ନିବେଶକ ରାକେଶ ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 14 AUG 2022 1:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଷ୍ଟକ ନିବେଶକ ରାକେଶ ଝୁନଝୁନୱାଲାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ରାକେଶ ଝୁନଝୁନୱାଲା ଅଜେୟ ଥିଲେ । ଆର୍ଥିକ ଜଗତ ପ୍ରତି ପ୍ରାଣୋଚ୍ଛଳ, ପ୍ରତ୍ୟୁତ୍ପନ୍ନମତି ଓ ଅର୍ନ୍ତଦୃଷ୍ଟିସମ୍ପନ୍ନ ରାକେଶଙ୍କ ଅବଦାନ ବେଶ ଅତୁଳନୀୟ ଥିଲା । ଭାରତର ପ୍ରଗତି ପାଇଁ ସେ ବେଶ ଅନୁରାଗୀ ଥିଲେ । ତାଙ୍କ ବିୟୋଗ ଖୁବ ଦୁଃଖଦ । ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।      

 

SR



(Release ID: 1851736) Visitor Counter : 124