ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିବା ପାଇଁ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 AUG 2022 5:13PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ବର୍ମିଂହାମରେ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“କ୍ରିକେଟ୍ ଏବଂ ଭାରତ ଅବିଚ୍ଛେଦ୍ୟ । ଆମର ମହିଳା କ୍ରିକେଟ୍ ଦଳ ସିଡବ୍ଲ୍ୟୁଜିରେ ଉତ୍କୃଷ୍ଟ କ୍ରିକେଟ୍ ଖେଳିଥିଲେ ଏବଂ ସେମାନେ ସମ୍ମାନଜନକ ରୌପ୍ୟ ପଦକ ଆଣିଛନ୍ତି । କ୍ରିକେଟ୍ ରେ ପ୍ରଥମ ସିଡବ୍ଲ୍ୟୁଜି ପଦକ ହୋଇଥିବାରୁ ଏହା ସର୍ବଦା ସ୍ୱତନ୍ତ୍ର ରହିବ । ଦଳର ସମସ୍ତ ସଦସ୍ୟଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ।”
HS
(ରିଲିଜ ଆଡି: 1849898)
ପରିଦର୍ଶକ କାଉଣ୍ଟର : 181
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam