ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିଡବ୍ଳ୍ୟୁଜି ୨୦୨୨ ରେ ପୁରୁଷ ୧୦,୦୦୦ ମିଟର ରେସ୍ ୱାକରେ ବ୍ରୋଞ୍ଚ ପଦକ ଜିତିଥିବାରୁ ସନ୍ଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
08 AUG 2022 3:49PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ପୁରୁଷ ୧୦,୦୦୦ ମିଟର ରେସ ୱାକରେ ବ୍ରୋଞ୍ଚ ପଦକ ଜିତିଥିବାରୁ ସନ୍ଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ବର୍ମିଂହାମ୍ କ୍ରୀଡାରେ ଆମର ରେସ୍ ୱାକିଂ ଦଳର ପ୍ରଦର୍ଶନ ଦେଖି ଖୁସି ଲାଗିଲା । ୧୦,୦୦୦ ମିଟର ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ଜିତିଥିବାରୁ ସନ୍ଦୀପ କୁମାରଙ୍କୁ ଅଭିନନ୍ଦନ । ତାଙ୍କର ଆଗାମୀ ପ୍ରୟାସ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା । #Cheer4India”
HS
(रिलीज़ आईडी: 1849834)
आगंतुक पटल : 168
इस विज्ञप्ति को इन भाषाओं में पढ़ें:
Gujarati
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Tamil
,
Telugu
,
Malayalam