ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରୋତ୍ତଳନରେ କାଂସ୍ୟ ପଦକ ବିଜେତା ଗୁରଦୀପ ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
04 AUG 2022 8:30AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରୋତ୍ତଳନରେ କାଂସ୍ୟ ପଦକ ବିଜେତା ଗୁରଦୀପ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“କଠିନ ପରିଶ୍ରମ ଓ ଅଧ୍ୟବସାୟ ଅସାମାନ୍ୟ ପରିଣାମ ପ୍ରଦାନ କରେ..ରାଜ୍ୟଗୋଷ୍ଠୀ କ୍ରୀଡାରେ କାଂସ୍ୟ ପଦକ ଜିତି ଗୁରଦୀପ ସିଂହ ଏହା ପ୍ରଦର୍ଶିତ କରିଛନ୍ତି । ସେ ଦେଶବାସୀଙ୍କ ଆନନ୍ଦକୁ ଆହୁରି ବଢାଇ ଦେଇଛନ୍ତି । ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ।”
SR
(ରିଲିଜ ଆଡି: 1848332)
ପରିଦର୍ଶକ କାଉଣ୍ଟର : 164
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam