ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରୋଞ୍ଜ ପଦକ ଜିତିଥିବାରୁ ଲଭପ୍ରୀତ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 AUG 2022 5:44PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ୧୦୯ କିଲୋଗ୍ରାମ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଲଭପ୍ରୀତ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ପୁରୁଷ ୧୦୯ କିଲୋଗ୍ରାମ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦକ୍ଷ ଲଭପ୍ରୀତ ସିଂହଙ୍କୁ ଅଭିନନ୍ଦନ ଯୁବକ ଏବଂ ପ୍ରତିଭାସମ୍ପନ୍ନ ଲଭପ୍ରୀତ ତାଙ୍କର ଶାନ୍ତ ସ୍ୱଭାବ ଏବଂ କ୍ରୀଡା ପ୍ରତି ଉତ୍ସର୍ଗୀକୃତ ହୋଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି   ଭବିଷ୍ୟତର ସମସ୍ତ ଉଦ୍ୟମ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା

 

HS


(ରିଲିଜ ଆଡି: 1848109) ପରିଦର୍ଶକ କାଉଣ୍ଟର : 149