ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୫୫ କିଲୋଗ୍ରାମ ଭାରୋତ୍ତଳନ ବର୍ଗରେ ରୌପ୍ୟ ପଦକ ବିଜେତା ସଙ୍କେତ ସରଗରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 30 JUL 2022 5:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ୫୫ କିଲୋଗ୍ରାମ ଭାରୋତ୍ତଳନ ବର୍ଗରେ ରୌପ୍ୟ ପଦକ ଜିତିଥିବା ସଙ୍କେତ ସରଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।   

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ସଙ୍କେତ ସରଗରଙ୍କ ପ୍ରଶଂସନୀୟ ଉଦ୍ୟମ! ସମ୍ମାନଜନକ ରୌପ୍ୟ ପଦକ ଜିତି ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଶୁଭାରମ୍ଭ ଦେଇଛନ୍ତି । ତାଙ୍କୁ ଅଭିନନ୍ଦନ ଓ ଭବିଷ୍ୟତର ଉଦ୍ୟମ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।

 

SR


(रिलीज़ आईडी: 1846614) आगंतुक पटल : 152
इस विज्ञप्ति को इन भाषाओं में पढ़ें: Malayalam , Tamil , Kannada , English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Telugu