ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର

Posted On: 28 JUL 2022 1:37PM by PIB Bhubaneshwar

ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ୧୪.୦୭.୨୦୨୨ରେ ପ୍ରକାଶିତ ବିଜ୍ଞାପନରେ ୨୦୨୧ ଓ ୨୦୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର ନିମନ୍ତେ ପୁରସ୍କାର ପୋର୍ଟାଲ (www.awards.gov.in)ରେ ଜୁଲାଇ ୧୫ରୁ ଅଗଷ୍ଟ ୨୮, ୨୦୨୨ ପର୍ଯ୍ୟନ୍ତ ଅନଲାଇନ ଆବେଦନ ଆମନ୍ତ୍ରିତ କରାଯାଇଛି । ବିଭାଗୀୟ ୱେବସାଇଟ www.disabilityaffairs.gov.in.ରେ ଏହି ବିଜ୍ଞାପନ ଉପଲବ୍ଧ ଅଛି । ଉପରୋକ୍ତ ପୁରସ୍କାରର ଆବେଦନ/ନାମାଙ୍କନ ଦାଖଲକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଇବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ସରକାର ଏବଂ ଅନ୍ୟ ବିଭାଗଗୁଡିକୁ ୧୯.୦୭.୨୦୨୨ରେ ଚିଠି ପଠାଯାଇଛି । 

SR



(Release ID: 1845870) Visitor Counter : 163