ପୋଷ୍ଟ କରାଯିବା ଦିନାଙ୍କ:
27 JUL 2022 9:02AM by PIB Bhubaneswar
ସ୍ଥାପନା ଦିବସ ଅବସରରେ ସମସ୍ତ ସିଆରପିଏଫ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସମସ୍ତ @crpfindia କର୍ମଚାରୀ ଓ ସେମାନଙ୍କ ପରିବାରକୁ ସ୍ଥାପନା ଦିବସର ଶୁଭେଚ୍ଛା । ଅଦମ୍ୟ ସାହସ ଓ ଅସାଧାରଣ ସେବା ପାଇଁ ଏହି ସେନା ନିଜ ପରିଚୟ ସୃଷ୍ଟି କରିପାରିଛି । ସୁରକ୍ଷା ଅବା ମାନବୀୟ ଆହ୍ୱାନର ମୁକାବିଲାରେ ସିଆରପିଏଫର ଭୂମିକା ପ୍ରଶଂସନୀୟ ।”
SR