ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଦ୍ମଶ୍ରୀ ବିଜେତା ଡାକ୍ତର ସୁଶୋଭନ ବନ୍ଦୋପାଧ୍ୟାୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ପୋଷ୍ଟ କରାଯିବା ଦିନାଙ୍କ: 26 JUL 2022 3:50PM by PIB Bhubaneshwar

ପଦ୍ମଶ୍ରୀ ବିଜେତା ଡାକ୍ତର ସୁଶୋଭନ ବନ୍ଦୋପାଧ୍ୟାୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ଡାକ୍ତର ସୁଶୋଭନ ବନ୍ଦୋପାଧ୍ୟାୟ ସର୍ବଶ୍ରେଷ୍ଠ ମାନବୀୟ ଚେତନାର ପ୍ରତୀକ ଥିଲେ । ଜଣେ ଉଦାର ଓ ଦରଦୀ ହୃଦୟର ମଣିଷ ଭାବେ ସେ ଅସଂଖ୍ୟ ରୋଗୀଙ୍କୁ ସୁସ୍ଥ କରିଥିଲେ । ପଦ୍ମଶ୍ରୀ ପୁରସ୍କାର ସମାରୋହରେ ତାଙ୍କ ସହ ହୋଇଥିବା ବାର୍ତ୍ତାଳାପ ମନେ ପଡୁଛି । ତାଙ୍କ ବିୟୋଗରେ ଦୁଃଖିତ । ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।

 

SR


(ରିଲିଜ ଆଡି: 1845137) ପରିଦର୍ଶକ କାଉଣ୍ଟର : 150