ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ଭାଗ ନେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 23 JUL 2022 10:16PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ ଆଜି ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଗ ନେଇଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି କୋବିନ୍ଦ ଜୀଙ୍କ ପାଇଁ ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ଭାଗ ନେଇଥିଲି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଭିନ୍ନ ଦଳର ନେତାମାନେ ଭାଗ ନେଇଥିଲେ ।” 

 

SR


(रिलीज़ आईडी: 1844380) आगंतुक पटल : 232
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam