ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
22 JUL 2022 11:22PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ରାଷ୍ଟ୍ରପତି କୋବିନ୍ଦ ଜୀ ଙ୍କ ସମ୍ମାନାର୍ଥେ ଏକ ରାତ୍ରୀ ଭୋଜନ ଆୟୋଜନ କରିଥିଲି । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ, ଭେଙ୍କୟା ଜୀ, ମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆମେ ମଧ୍ୟ ତୃଣମୂଳ ସ୍ତରର ସଫଳତାପ୍ରାପ୍ତ ବ୍ୟକ୍ତି, ପଦ୍ମ ପୁରସ୍କାର ପ୍ରାପ୍ତ, ଆଦିବାସୀ ସମ୍ପ୍ରଦାୟର ନେତା ତଥା ଅନ୍ୟମାନଙ୍କୁ ସ୍ୱାଗତ କରି ଖୁସି ଅନୁଭବ କରିଥିଲୁ ।”
“ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆଉ କିଛି ଝଲକ ।”
HS
(ରିଲିଜ ଆଡି: 1844239)
ପରିଦର୍ଶକ କାଉଣ୍ଟର : 166
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam