ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଦି କୃତିଗଇ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 23 JUL 2022 1:13PM by PIB Bhubaneswar

ଆଦି କୃତିଗଇ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆଦି କୃତିଗଇର ସ୍ୱତନ୍ତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ପ୍ରଭୁ ମୁରୁଗାଙ୍କ ଆଶୀର୍ବାଦ ସଦାବେଳେ ଆମ ଉପରେ ରହିଥାଉ ବୋଲି ପ୍ରାର୍ଥନା । ତାଙ୍କ କଲ୍ୟାଣରୁ ଆମ ସମାଜ ସଦାବେଳେ ସୁସ୍ଥ ଓ ସମୃଦ୍ଧ ରହୁ ।

 

SR


(रिलीज़ आईडी: 1844202) आगंतुक पटल : 167
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam