ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୦ କୋଟି ଟିକାଦାନ ଅତିକ୍ରମ କରିଥିବାରୁ ବିଲ୍ ଗେଟ୍‍ସ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


ବୈଜ୍ଞାନିକ, ଡାକ୍ତର ଏବଂ ନର୍ସମାନଙ୍କ ସାମୂହିକ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 JUL 2022 3:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଟୀକାକରଣ ଅଭିଯାନକୁ ଶକ୍ତି ଦେବାରେ ବୈଜ୍ଞାନିକ, ଡାକ୍ତର ଏବଂ ନର୍ସଙ୍କ ସାମୂହିକ ଉଦ୍ୟମକୁ ପ୍ରଶଂସା କରିଛନ୍ତି

ବିଲ୍ ଗେଟ୍ସଙ୍କ ଅଭିନନ୍ଦନ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଭାରତର ଟୀକାକରଣ ଅଭିଯାନ ଗତି ଏବଂ ପରିମାଣରେ ବୃହତ ଅଟେ ବୈଜ୍ଞାନିକ, ଡାକ୍ତର ଏବଂ ନର୍ସଙ୍କ ସମେତ ଅନେକଙ୍କ ସାମୂହିକ ଉଦ୍ୟମ ଦ୍ୱାରା ଏହା ଶକ୍ତି ପ୍ରାପ୍ତ ହୋଇଛି ଏଥି ସହିତ ଭାରତର ଲୋକମାନେ ବିଜ୍ଞାନ ଉପରେ ଅଦ୍ଭୁତପୂର୍ବ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି ଏବଂ ଠିକ୍ ସମୟରେ ଏହାର ମାତ୍ରା ଗ୍ରହଣ କରିଛନ୍ତିୟ

HS


(ରିଲିଜ ଆଡି: 1843275) ପରିଦର୍ଶକ କାଉଣ୍ଟର : 177