ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁରୁପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 13 JUL 2022 9:33AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଗୁରୁପୂର୍ଣ୍ଣିମାର ଶୁଭେଚ୍ଛା । ଆମକୁ ପ୍ରେରଣା, ଦିଗଦର୍ଶନ ଦେଇଥିବା ଓ ଜୀବନ ସମ୍ପର୍କରେ ଶିଖାଇଥିବା ସମସ୍ତ ଆଦର୍ଶ ଗୁରୁଙ୍କୁ ଆଜିର ଦିନରେ କୃତଜ୍ଞତା ଜ୍ଞାପନ କରିବା । ଆମ ସମାଜରେ ଜ୍ଞାନ ଓ ବୁଦ୍ଧିମତାକୁ ବେଶ ପ୍ରାଧାନ୍ୟ ଦିଆଯାଏ । ଆମ ଗୁରୁମାନଙ୍କ ଆଶୀର୍ବାଦ ଭାରତକୁ ଆହୁରି ଶୀର୍ଷକୁ ନେଉ ବୋଲି କାମନା କରୁଛି ।”   

 

SR


(रिलीज़ आईडी: 1841181) आगंतुक पटल : 179
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam