ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଷାଢ ପୂର୍ଣ୍ଣିମାର ପବିତ୍ର ଅବସରରେ ଭଗବାନ ବୁଦ୍ଧଙ୍କ ମହତବାଣୀ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

Posted On: 13 JUL 2022 9:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଆଷାଢ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ମୋଦୀ ଭଗବାନ ବୁଦ୍ଧଙ୍କ ମହତବାଣୀକୁ ସ୍ମରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପବିତ୍ର ଆଷାଢ ପୂର୍ଣ୍ଣିମାର ଶୁଭେଚ୍ଛା । ଭଗବାନ ବୁଦ୍ଧଙ୍କ ମହତବାଣୀକୁ ସ୍ମରଣ କରି ଏକ ନ୍ୟାୟସଙ୍ଗତ ଓ ସହାନୁଭୂତିଶୀଳ ସମାଜ ଗଠନ ପାଇଁ ତାଙ୍କ ପ୍ରବୁଦ୍ଧ ଦୃଷ୍ଟିକୋଣ ସାକାର କରିବାକୁ ନିଜ ପ୍ରତିବଦ୍ଧତା ଦୋହରାଇବା ।”      

 

SR



(Release ID: 1841179) Visitor Counter : 187