ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଫଗାନିସ୍ତାନରେ ଭୂମିକମ୍ପରେ ଜୀବନହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 JUN 2022 9:28PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପରେ ମୃତାହତଙ୍କ ପାଇଁ ସମବେଦନା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି

ଆଜି ଆଫଗାନିସ୍ତାନରେ ଘଟିଥିବା ଭୟଙ୍କର ଭୂମିକମ୍ପ ଖବରକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ ବହୁମୂଲ୍ୟ ଜୀବନ ହାନି ପାଇଁ ମୋର ଗଭୀର ସମବେଦନା

ଭାରତ ଆଫଗାନିସ୍ତାନର ଲୋକମାନଙ୍କ ନିକଟରେ ସେମାନଙ୍କର କଠିନ ସମୟରେ ଛିଡ଼ା ହୋଇଛି ଏବଂ ଯଥା ଶୀଘ୍ର ସମସ୍ତ ବିପର୍ଯ୍ୟୟ ମୁକାବିଲା ପାଇଁ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତୁତ ଅଛି

HS


(ରିଲିଜ ଆଡି: 1836406) ପରିଦର୍ଶକ କାଉଣ୍ଟର : 161