ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୬ ଜୁନ୍ ୨୦୨୨ ରେ ଧାର୍ଯ୍ୟ ହୋଇଥିବା ଏହି ମାସର ମନ୍ କି ବାତ୍‍ ପାଇଁ ମିଳିଥିବା ମତାମତ ଉପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 JUN 2022 10:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁନ୍ ୨୦୨୨ ରେ ହେବାକୁ ଥିବା ଏହି ମାସର ମନ୍ କି ବାତ୍ପାଇଁ ମତାମତ ଉପରେ ଖୁସି ବ୍ୟକ୍ତ କରିଛନ୍ତି   ଶ୍ରୀ ମୋଦୀ ମଧ୍ୟ ଲୋକମାନଙ୍କୁ ସେମାନଙ୍କର ମତାମତ ମାଇଁଗଭ୍କିମ୍ବା ନମୋଆପ୍ରେ ସେୟାର କରିବାକୁ ଆହ୍ୱାନ କରିଛନ୍ତି

 ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହି ମାସର ୨୬ ତାରିଖରେ ହେବାକୁ ଥିବା ମନ୍କି ବାତ୍ପାଇଁ ଅନେକ ମତାମତ ପାଇଥିବାରୁ ଖୁସି ଆପଣମାନଙ୍କର ମତାମତ ମାଇଁଗଭ୍କିମ୍ବା ନମୋ ଆପ୍ରେ ଆସିବା ଜାରି ରହୁ

HS


(ରିଲିଜ ଆଡି: 1835345) ପରିଦର୍ଶକ କାଉଣ୍ଟର : 191