ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାବା ଯୋଗେନ୍ଦ୍ର ଜୀଙ୍କର ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 10 JUN 2022 4:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମଶ୍ରୀ ଏବଂ ସଂସ୍କାର ଭାରତୀର ଜାତୀୟ ଅଭିଭାବକ ବାବା ଯୋଗେନ୍ଦ୍ରଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ମୃତ୍ୟୁକୁକଳା ଜଗତ ପାଇଁ ଅପୂରଣୀୟ କ୍ଷତି' ବୋଲି କହିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଦେଶର ସେବା ପାଇଁ ଉତ୍ସର୍ଗୀକୃତ ପଦ୍ମଶ୍ରୀ ବାବା ଯୋଗେନ୍ଦ୍ର ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖିତ ତାଙ୍କର ପରଲୋକ ସମଗ୍ର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଭଗବାନ ତାଙ୍କୁ ତାଙ୍କ ପାଦତଳେ ସ୍ଥାନ ଦିଅନ୍ତୁ ଓମ୍ ଶାନ୍ତି!”

HS


(रिलीज़ आईडी: 1832945) आगंतुक पटल : 153
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada