ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘୮ ବର୍ଷର ମହିଳା ସଶକ୍ତିକରଣ' ର ବିସ୍ତୃତ ବିବରଣୀ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ମହିଳାମାନଙ୍କର ସଶକ୍ତିକରଣ ପାଇଁ ଏକ ନୂତନ ଢାଞ୍ଚା ସୃଷ୍ଟି କରାଯାଉଛି

Posted On: 09 JUN 2022 5:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  narendramodi.in ୱେବସାଇଟରେ ଉପଲବ୍ଧ ବିଭିନ୍ନ ପ୍ରବନ୍ଧର ସବିଶେଷ ତଥ୍ୟ ସେୟାର କରିଛନ୍ତି ଯେଉଁଥିରେ କି ନାରୀ ଶକ୍ତିଙ୍କ ସଶକ୍ତିକରଣ ଦିଗରେ ସରକାରଙ୍କ କାର୍ଯ୍ୟ ବିଷୟରେ ସୂଚନା ରହିଛି ।

ମହିଳା କଲ୍ୟାଣ ତଥା ସଶକ୍ତିକରଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ବିଷୟରେ ସୂଚନା ପାଇଁ ଶ୍ରୀ ମୋଦୀ ମାଇଗଭର ଏକ ଟୁଇଟ୍‌ର ସୂତ୍ର ମଧ୍ୟ ସେୟାର କରିଛନ୍ତି 

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି

“ମହିଳାମାନଙ୍କର ଅଧିକ ସଶକ୍ତିକରଣ ପାଇଁ କିପରି ଏକ ନୂତନ ଢାଞ୍ଚା ସୃଷ୍ଟି ହେଉଛି ସେ ସମ୍ବନ୍ଧରେ ଆପଣ ଏହି ପ୍ରବନ୍ଧଗୁଡିକ ପଢି ଉପଭୋଗ କରିବେ । ଏହି ପ୍ରୟାସ ବିଭିନ୍ନ କ୍ଷେତ୍ରକୁ ଆଚ୍ଛାଦିତ କରିଛି ଏବଂ ମହିଳାମାନଙ୍କ ପାଇଁ ଅଧିକ ସମ୍ମାନ ତଥା ସୁଯୋଗକୁ ସୁନିଶ୍ଚିତ କରିଛି ।  #8YearsOfWomenEmpowerment

ଭାରତର ନାରୀ ଶକ୍ତିର ସଶକ୍ତିକରଣ ପାଇଁ କାର୍ଯ୍ୟ ବିଷୟରେ ବିସ୍ତୃତ ସୂଚନା । #8YearsOfWomenEmpowerment

 

You will enjoy reading these articles on how a new paradigm is bring created to further empowerment of women. These efforts cover diverse sectors and have ensured more dignity as well as opportunities for women. #8YearsOfWomenEmpowerment https://t.co/e2fJNznDRA

— Narendra Modi (@narendramodi) June 9, 2022

 

HS



(Release ID: 1832716) Visitor Counter : 125