ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତେଲେଙ୍ଗାନାର ଲୋକମାନଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 02 JUN 2022 9:36AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ରାଜ୍ୟ ପ୍ରତିଷ୍ଠା ଦିବସରେ ମୋର ତେଲେଙ୍ଗାନାର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା । ତେଲେଙ୍ଗାନାବାସୀ ଜାତୀୟ ପ୍ରଗତିରେ ସେମାନଙ୍କର କଠନି ପରିଶ୍ରମ ଏବଂ ଉତ୍ସର୍ଗୀକୃତ ସମର୍ପଣ ଭାବ ପାଇଁ ବେଶ୍‍ ଜଣାଶୁଣା । ରାଜ୍ୟର ସଂସ୍କୃତି ବିଶ୍ୱ ପ୍ରସିଦ୍ଧ । ତେଲେଙ୍ଗାନାର ଲୋକଙ୍କ ମଙ୍ଗଳ ପାଇଁ ମୁଁ ପ୍ରାର୍ଥନା କରୁଛି ।”

HS



(Release ID: 1830658) Visitor Counter : 112