ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସହଜ ବ୍ୟବସାୟ କ୍ଷେତ୍ରରେ ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' ର ନୀତି ଅନେକ ସଫଳତାକୁ ଶକ୍ତି ପ୍ରଦାନ କରୁଛି: ପ୍ରଧାନମନ୍ତ୍ରୀ

Posted On: 01 JUN 2022 6:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' ନୀତି ସହଜ ବ୍ୟବସାୟ କ୍ଷେତ୍ରରେ ଅନେକ ଲାଭ ପ୍ରଦାନ କରୁଛି । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଲାଭ ବିଶେଷ ଭାବରେ ଭାରତର ଯୁବକମାନଙ୍କୁ ସଫଳତା ପ୍ରଦାନ କରୁଛି ଏବଂ ସମ୍ପଦ ସୃଷ୍ଟିକର୍ତ୍ତା ହେବାର ଇଚ୍ଛାକୁ ଡେଣା ଲଗାଉଛି ।

ମାଇ ଗଭ୍‍ ଦ୍ୱାରା ହୋଇଥିବା ଟୁଇଟ୍‌ର ଏକ ସୂତ୍ରର ଆଧାରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' ନୀତି ଦ୍ୱାରା ସହଜ ବ୍ୟବସାୟକୁ ଅନେକ ଲାଭ ମିଳୁଛି । ଏହି ଲାଭ ଭାରତର ଯୁବକମାନଙ୍କୁ ବିଶେଷ ସଫଳତା ଦିଏ ଏବଂ ସମ୍ପଦ ସୃଷ୍ଟିକର୍ତ୍ତା ହେବାର ଇଚ୍ଛାକୁ ଡେଣା ଦେଇଥାଏ ।”

HS



(Release ID: 1830297) Visitor Counter : 115