ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ବକ୍ସିଂ ଚାମ୍ପିଅନସିପର ଚାମ୍ପିଅନ ମହିଳା ବକ୍ସରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 JUN 2022 8:33PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବକ୍ସିଂ ଚାମ୍ପିଅନସିପର ଚାମ୍ପିଅନ ମହିଳା ବକ୍ସର ନିଖତ ଜରିନ, ମନୀଷା ମୌନ ଓ ପରବିନ ହୁଡାଙ୍କୁ ଭେଟିଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 

“ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପରେ ଭାରତକୁ ଗର୍ବିତ କରିଥିବା ବକ୍ସର @ନିଖତ ଜରିନ, @ବକ୍ସରମୌନ ଓ ପରବିନ ହୁଡାଙ୍କୁ ଭେଟି ଆନନ୍ଦିତ ହେଲି । ସେମାନଙ୍କ ଜୀବନ ଯାତ୍ରା, ଖେଳ ପ୍ରତି ଆଗ୍ରହ ଓ ଜୀବନ ସମ୍ପର୍କରେ ବେଶ ଚିତ୍ତାକର୍ଷକ ଆଲୋଚନା ହେଲା । ଆଗାମୀ ପ୍ରୟାସ ପାଇଁ ସେମାନଙ୍କୁ ଶୁଭକାମନା ଜଣାଉଛି ।” 

 

SR


(रिलीज़ आईडी: 1830296) आगंतुक पटल : 178
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam