ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଗିଶ ଶାସ୍ତ୍ରୀ ଭାବେ ଜଣାଶୁଣା ସଂସ୍କୃତ ବ୍ୟାକରଣାଚାର୍ଯ୍ୟ ପ୍ରଫେସର ଭଗୀରଥ ପ୍ରସାଦ ତ୍ରିପାଠୀଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 12 MAY 2022 9:59AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଗିଶ ଶାସ୍ତ୍ରୀ ଭାବେ ଜଣାଶୁଣା ସଂସ୍କୃତ ବ୍ୟାକରଣାଚାର୍ଯ୍ୟ ପ୍ରଫେସର ଭଗୀରଥ ପ୍ରସାଦ ତ୍ରିପାଠୀଙ୍କ ନିଧନରେ ଗଭୀର ଶୋକବ୍ୟକ୍ତ କରିଛନ୍ତି

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘ପ୍ରଫେସର ଭଗୀରଥ ପ୍ରସାଦ ତ୍ରିପାଠୀବାଗିଶ ଶାସ୍ତ୍ରୀଆଧୁନିକ ବୈଜ୍ଞାନିକ ପଦ୍ଧତିଗୁଡ଼ିକର ଉପଯୋଗ କରି ଯୁବକଯୁବତୀଙ୍କ ମଧ୍ୟରେ ସଂସ୍କୃତକୁ ଲୋକପ୍ରିୟ କରାଇବାରେ ଅମୂଲ୍ୟ ଯୋଗଦାନ ଦେଇଛନ୍ତି ସେ ଅତ୍ୟନ୍ତ ଜ୍ଞାନୀ ବିଦ୍ୱାନ ଥିଲେ ତାଙ୍କ ପରଲୋକରେ ଅତ୍ୟନ୍ତ ମର୍ମାହତ ତାଙ୍କ ପରିବାର ପରିଜନ ପ୍ରତି ମୋର ସମବେଦନା ଓମ୍ ଶାନ୍ତି ’’

 

SR


(ରିଲିଜ ଆଡି: 1824666) ପରିଦର୍ଶକ କାଉଣ୍ଟର : 192