ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅକ୍ଷୟ ତୃତୀୟା ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 MAY 2022 9:32AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଷୟ ତୃତୀୟା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଆହୁରି ମଧ୍ୟ ଇଚ୍ଛା କରିଛନ୍ତି ଯେ ଏହି ବିଶେଷ ଦିନଟି ସମସ୍ତଙ୍କ ଜୀବନରେ ସମୃଦ୍ଧତା ଆଣିଦେଉ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣ ସମସ୍ତଙ୍କୁ ଅକ୍ଷୟ ତୃତୀୟାର ବହୁତ ବହୁତ ଶୁଭେଚ୍ଛା ।

ଅକ୍ଷୟ ତୃତୀୟାର ଶୁଭେଚ୍ଛା । ମୁଁ ପ୍ରାର୍ଥନା କରୁଛି ଯେ ଏହି ବିଶେଷ ଦିନଟି ସମସ୍ତଙ୍କ ଜୀବନରେ ସମୃଦ୍ଧତା ଅଣିଦେଉ ।”

HS


(ରିଲିଜ ଆଡି: 1822315) ପରିଦର୍ଶକ କାଉଣ୍ଟର : 179