ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଇସିନା ଆଲୋଚନା ୨୦୨୨ ର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 APR 2022 10:46PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇସିନା ଆଲୋଚନା ୨୦୨୨ ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ  ଯେଉଁଠାରେ ୟୁରୋପୀୟ କମିଶନର ସଭାପତି ମାନ୍ୟବର ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲିଏନ୍ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଆଜି ସନ୍ଧ୍ୟାରେ ରାଇସିନା ଆଲୋଚନା ୨୦୨୨ର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ

HS


(ରିଲିଜ ଆଡି: 1820403) ପରିଦର୍ଶକ କାଉଣ୍ଟର : 167