ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫ୍ରାନ୍ସର ରାଷ୍ଟ୍ରପତି ଭାବରେ ପୁନଃ ର୍ନିବାଚିତ ହୋଇଥିବାରୁ ଇମାନୁଏଲ୍ ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 APR 2022 11:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଭାବରେ ପୁନଃ ର୍ନିବାଚିତ ହୋଇଥିବାରୁ ଇମାନୁଏଲ୍ ମାକ୍ରୋନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି

 ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୋର ବନ୍ଧୁ ଇମାନୁଏଲ୍ ମାକ୍ରୋନଙ୍କୁ ଫ୍ରାନ୍ସର ରାଷ୍ଟ୍ରପତି ଭାବରେ ପୁନଃ ର୍ନିବାଚିତ ହୋଇଥିବାରୁ ଅଭିନନ୍ଦନ! ମୁଁ ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ଅପେକ୍ଷା କରିଛି

HS


(ରିଲିଜ ଆଡି: 1819738) ପରିଦର୍ଶକ କାଉଣ୍ଟର : 266